loader
Back to Homepage
ଆପଣଙ୍କ ନିକଟତମ ସହରରେ ଏକ ଊର୍ଜାନ୍ଵିତ ରୁଦ୍ରାକ୍ଷ ନିଃଶୁଳ୍କ ପାଆନ୍ତୁ । ଆପଣଙ୍କ ସୁଖ ସମୃଦ୍ଧି ଏବଂ ଶିବଙ୍କ କୃପା ପ୍ରାପ୍ତି ନିମନ୍ତେ ସଦ୍‌ଗୁରୁଙ୍କ ଦ୍ୱାରା ଏକ ସରଳ ଦୀକ୍ଷା (ସାଧନା)ରେ ଦୀକ୍ଷିତ ହୁଅନ୍ତୁ ।

ରୁଦ୍ରାକ୍ଷ ଦୀକ୍ଷା କିଏ ପାଇପାରିବେ ?

ଗୃହସ୍ଥଙ୍କ ସମେତ ସମସ୍ତେ
କୌଣସି ପ୍ରତିବନ୍ଧକ ନାହିଁ

ରୁଦ୍ରାକ୍ଷର ଉପକାରିତା

ଶାରୀରିକ ଓ ମାନସିକ ସନ୍ତୁଳନରେ ସହାୟକ
ଧ୍ୟାନ କରିବାରେ ସହାୟକ
ଆଭା-ମଣ୍ଡଳ ଶୁଦ୍ଧ କରିଥାଏ
ନକରାତ୍ମକ ଊର୍ଜାରୁ ସୁରକ୍ଷିତ ରଖେ
ପଞ୍ଜିକରଣ ବନ୍ଦ ଅଛି
“ଆଦିଯୋଗୀଙ୍କ କୃପା ପ୍ରାପ୍ତି ଲାଗି ରୁଦ୍ରାକ୍ଷ ଦୀକ୍ଷା ଏକ ଶକ୍ତିଶାଳୀ ସାଧନ ।”
-ସଦ୍‌ଗୁରୁ

ରୁଦ୍ରାକ୍ଷ ଦୀକ୍ଷା ପ୍ୟାକେଟରେ ଆମେ କ’ଣ ସବୁ ପାଇବା ?

ରୁଦ୍ରାକ୍ଷ
ଏହା ଧାରଣ କରିଥିବା ଲୋକଙ୍କୁ ବହୁ ପ୍ରକାର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଲାଭ ପ୍ରଦାନ କରେ
ଈଶା ବିଭୁତି
ଧ୍ୟାନଲିଙ୍ଗଙ୍କ ଉପସ୍ଥିତିରେ ପ୍ରାଣ ପ୍ରତିଷ୍ଠିତ ହୋଇଥିବା ପବିତ୍ର ଭସ୍ମ
ଅଭୟ ସୂତ୍ର
ସ୍ୱତନ୍ତ୍ର ଭାବେ ପ୍ରାଣ ପ୍ରତିଷ୍ଠିତ ସୂତ୍ର ଯାହା ଜଣଙ୍କର ଅଭିଳାଷ ପୂର୍ତ୍ତି ଓ ଭୟ ଦୂରେଇବାରେ ସହାୟତା କରେ ।
ଆଦିଯୋଗୀଙ୍କ ଫଟୋ
ଏକ ଶକ୍ତିଶାଳୀ ପ୍ରେରଣା ଓ ଏହା ମାନବତାକୁ ମନେପକାଇ ଦିଏ ଯେ “ମୁକ୍ତିର ପଥ ଭିତରକୁ ହିଁ ।”
ଏଗୁଡ଼ିକ ଭିତରୁ ପ୍ରତ୍ୟେକ ଜିନିଷର ବ୍ୟବହାର କିପରି ଭାବରେ କରାଯିବ, ତାହାର ସମ୍ପୂର୍ଣ୍ଣ ନିର୍ଦ୍ଦେଶାବଳୀ ଅର୍ପଣ ସହିତ ପଠାଯିବ । ଆପଣ ସେଗୁଡ଼ିକୁ ଏଠାରେ ମଧ୍ୟ ଡାଉନଲୋଡ୍ କରିପାରିବେ ।

ରୁଦ୍ରାକ୍ଷ ଗାଥା

ରୁଦ୍ର ଅର୍ଥାତ ଶିବ, ଅକ୍ଷ ଅର୍ଥାତ ଅଶ୍ରୁ ବୁନ୍ଦା ରୁଦ୍ରାକ୍ଷ ଗୁଡ଼ିକ ହେଉଛି ଶିବଙ୍କର ଅଶ୍ରୁ ବୁନ୍ଦା । ଗାଥାଟି ଏହିପରି, ଥରେ ଶିବ ଖୁବ ଦୀର୍ଘ ଅବଧି ପାଇଁ ଧ୍ୟାନରେ ବସିଲେ । ତାଙ୍କ ପରମାନନ୍ଦ ଏପରି ଥିଲା, ଯାହା ତାଙ୍କୁ ସମ୍ପୂର୍ଣ୍ଣ ସ୍ଥିର, ନିଃଶ୍ଚଳ କରିଦେଲା । ସେ ଆପାତତଃ ନିଃଶ୍ୱାସ ପ୍ରଶ୍ୱାସ ମଧ୍ୟ ନେଉନଥିଲେ, ଆଉ ସମସ୍ତେ ଭାବିଲେ ସେ ହୁଏତ ମୃତ । ତାଙ୍କଠାରେ ଜୀବନର ଏକମାତ୍ର ସଙ୍କେତ ଥିଲା - ପରମାନନ୍ଦର ଅଶ୍ରୁ ଟୋପା ଯାହା ତାଙ୍କ ଆଖିରୁ ଝରୁଥିଲା । ଏହି ଅଶ୍ରୁ ଟୋପା ପୃଥିବୀ ପୃଷ୍ଠରେ ପଡିଲା ଏବଂ ରୁଦ୍ରାକ୍ଷ, “ଶିବଙ୍କ ଅଶ୍ରୁ”ରେ ପରିଣତ ହେଲା ।
ରୁଦ୍ରାକ୍ଷ ଦୀକ୍ଷା ବାଣ୍ଟନ୍ତୁ
ନିଜ ବନ୍ଧୁ ଓ ପରିଜନ ମାନଙ୍କ ସହ ଏହି ସୁଯୋଗ ବାଣ୍ଟନ୍ତୁ ଏବଂ ତାଙ୍କ ଜୀବନରେ ବିନ୍ଦୁଏ ଆଧ୍ୟାତ୍ମ ପହଞ୍ଚାନ୍ତୁ।
ଈଶା ମହାଶିବରାତ୍ରି ୨୦୨୪ର ଉଲ୍ଲାସପୂର୍ଣ ଉତ୍ସବକୁ ହାତଛଡ଼ା କରନ୍ତୁ ନାହିଁ 
ଈଶା ମହାଶିବରାତ୍ରି ୨୦୨୪ର ଉଲ୍ଲାସପୂର୍ଣ୍ଣ
ଉତ୍ସବକୁ ହାତଛଡ଼ା କରନ୍ତୁ ନାହିଁ
ନିୟମିତ ପଚରା ଯାଉଥିବା ପ୍ରଶ୍ନ